ଅର୍ଥ : ଏଭଳି ପରିସ୍ଥିତି କରିବା ଯେଉଁଥିରେ କୌଣସି ବସ୍ତୁ ଭିତରୁ ବାହାରକୁ ବା ବାହାରୁ ଭିତରକୁ ଯାଇପାରେନାହିଁ ବା ଯାହାର ବ୍ୟବହାର କରାଯାଇ ପାରେନାହିଁ
							ଉଦାହରଣ : 
							ଛାତ୍ରାବାସର ମୁଖ୍ୟଦ୍ୱାର ଆଠଟା ବେଳକୁ ହିଁ ବନ୍ଦ କରାଯାଏ
							
ସମକକ୍ଷ : ବନ୍ଦ କରିବା
ଅନ୍ୟ ଭାଷାରେ ଅନୁବାଦ :
ऐसी स्थिति में करना जिससे कोई वस्तु अंदर से बाहर या बाहर से अंदर न जा सके या जिसका उपयोग न किया जा सके।
छात्रावास का मुख्य द्वार आठ बजे ही बंद किया जाता है।