ଅର୍ଥ : ଯେଉଁ ମଙ୍ଗଳସୂଚକ ସୂତ୍ରଆଦି ରକ୍ଷାବନ୍ଧନ ପର୍ବଦିନ ମଣିବନ୍ଧରେ ବନ୍ଧାଯାଏ
							ଉଦାହରଣ : 
							ଗୀତା ତା ଭାଇ ହାତରେ ରାକ୍ଷୀ ବାନ୍ଧୁଛି
							
ସମକକ୍ଷ : ରକ୍ଷାବଂଧନ, ରକ୍ଷାବନ୍ଧନ
ଅନ୍ୟ ଭାଷାରେ ଅନୁବାଦ :
वह मंगलसूचक सूत्र आदि जो रक्षाबंधन के त्योहार के दिन कलाई पर बाँधा जाता है।
गीता अपने भाई को राखी बाँध रही है।