ଅର୍ଥ : ମିଥିଳା ଦେଶର ଭାଷା
							ଉଦାହରଣ : 
							ସେମାନେ ଘରେ ମୈଥିଳୀ ହିଁ କହନ୍ତି
							
ସମକକ୍ଷ : ମୈଥିଳୀ ଭାଷା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରାଜା ଜନକଙ୍କର କନ୍ୟା ତଥା ରାମଙ୍କର ପତ୍ନୀ
							ଉଦାହରଣ : 
							ସୀତା ଜଣେ ଆଦର୍ଶ ପତ୍ନୀ ଥିଲେ  ସୀତାଙ୍କୁ ଜଗତଜନନୀ ଜଗଦମ୍ବାଙ୍କର ରୂପ ବୋଲି ବିଚାର କରାଯାଏ
							
ସମକକ୍ଷ : ଅବନୀସୁତା, ଜନକ ସୁତା, ଜାନକୀ, ବୈଦେହୀ, ଭୂମିଜା, ଭୂମିପୁତ୍ରୀ, ସୀତା
ଅନ୍ୟ ଭାଷାରେ ଅନୁବାଦ :
राजा जनक की पुत्री तथा राम की पत्नी।
सीता एक आदर्श पत्नी थीं।Wife of the Hindu god Rama. Regarded as an ideal of womanhood.
sitaଅର୍ଥ : ମିଥିଳା ଅଞ୍ଚଳର ନିବାସୀ
							ଉଦାହରଣ : 
							କେତେକ ମୈଥିଳୀ ମୋର ଭଲ ବନ୍ଧୁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମିଥିଳା କ୍ଷେତ୍ରର ବା ତା ସହିତ ସମ୍ବନ୍ଧିତ
							ଉଦାହରଣ : 
							ସେ ମୈଥିଳୀ ଲୋକଗୀତ ବହୁତ ଭଲ ଗାଏ
							
ଅନ୍ୟ ଭାଷାରେ ଅନୁବାଦ :
मिथिला क्षेत्र का या वहाँ के निवासी, भाषा, संस्कृति इत्यादि से संबंधित।
वह मैथिल लोकगीत बहुत अच्छा गाती है।ଅର୍ଥ : ମୈଥିଳୀ ଭାଷାର ବା ତା ସହିତ ସମ୍ବନ୍ଧିତ
							ଉଦାହରଣ : 
							ଏହା ମୈଥିଳୀ କବିତାଗୁଚ୍ଛର ପୁସ୍ତକ
							
ଅନ୍ୟ ଭାଷାରେ ଅନୁବାଦ :
मिथिला का या वहाँ के निवासी, भाषा, संस्कृति इत्यादि से संबंधित।
यह मैथिली कविताओं की पुस्तक है।ଅର୍ଥ : ମିଥିଳା ଅଞ୍ଚଳରେ ରହୁଥିବା ବ୍ୟକ୍ତି
							ଉଦାହରଣ : 
							ସେ ଜଣେ ମୈଥିଳୀ ବ୍ରାହ୍ମଣ