ଅର୍ଥ : ଜୀବନରୁ ମାରିଦେବା କାମ ଅନ୍ୟଦ୍ୱାରା କରେଇବା
							ଉଦାହରଣ : 
							ସୁଗ୍ରୀବ ବାଳୀକୁ ରାମଙ୍କଦ୍ୱାରା ହତ୍ୟାକରାଇଥିଲେ
							
ସମକକ୍ଷ : ମରେଇବା, ହତ୍ୟାକରାଇବା, ହତ୍ୟାକରେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାଉପରେ ଅନ୍ୟ କାହାଦ୍ୱାରା କୌଣସି ବସ୍ତୁରେ ଆଘାତ କରାଇବା
							ଉଦାହରଣ : 
							ବାପା ଗୁରୁଜୀଙ୍କଦ୍ୱାରା ଆମକୁ ମାଡ଼ଖୁଆଇଲେ
							
ସମକକ୍ଷ : ଆଘାତ କରାଇବା, ପିଟାଇବା, ମାଡ଼ଖୁଆଇବା
ଅନ୍ୟ ଭାଷାରେ ଅନୁବାଦ :
किसी दूसरे द्वारा किसी पर किसी वस्तु आदि से आघात कराना।
पिताजी ने अध्यापक से हमको पिटवाया।