ଅର୍ଥ : ଯେ ବିଶ୍ୱ ଉପରେ ବିଜୟ କରିଛି ବା ବିଶ୍ୱକୁ ଜିତି ନେଇଛି
							ଉଦାହରଣ : 
							ଆଲେକ୍ଜାଣ୍ଡାର ବିଶ୍ୱ ବିଜେତା ହେବାକୁ  ଚାହିଁଥିଲେ
							
ସମକକ୍ଷ : ଦିଗ୍ବିଜୟୀ, ବିଶ୍ୱ ବିଜେତା, ବିଶ୍ୱ ବିଜୟୀ
ଅନ୍ୟ ଭାଷାରେ ଅନୁବାଦ :
जिसने विश्व पर विजय पायी हो या विश्व को जीत लिया हो।
क्रिकेट के विश्व विजेता भारत ने फाइनल में श्री लंका को हराया था।