ଅର୍ଥ : ବିକ୍ରମାଦିତ୍ୟଙ୍କଦ୍ୱାରା ପ୍ରଚଳନ କରାଯାଇଥିବ ଏକ ଅବ୍ଦ
							ଉଦାହରଣ : 
							ବିକ୍ରମସମ୍ବତର ପ୍ରଥମ ବର୍ଷ ଖ୍ରୀଷ୍ଟପୂର୍ବ ୫୬ରେ ଆରମ୍ଭ ହୋଇଥିଲା
							
ସମକକ୍ଷ : ବିକ୍ରମସମ୍ବତ
ଅନ୍ୟ ଭାଷାରେ ଅନୁବାଦ :
विक्रमादित्य द्वारा चलाया हुआ एक संवत्।
विक्रमी-संवत् का पहला साल 56 ईसा पूर्व में शुरु हुआ था।