ଅର୍ଥ : ଚାଷ କରୁଥିବା ମଜୁରିଆପାଇଁ ବିଲରୁ ବାହାର କରାଯାଇଥିବା ଧାନ
							ଉଦାହରଣ : 
							ମଙ୍ଗଳା ତା ବାରଟିଆ ନେଇ ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଧାନ ଖେତ ଅମଳକଲାବାଲାକୁ ମଜୁରି ଭାବରେ ଦିଆଯାଇଥାଏ
							ଉଦାହରଣ : 
							କୃଷକ ମଜୁରିଆମାନଙ୍କୁ ବାରଟିଆ ଦେଉଛି
							
ଅନ୍ୟ ଭାଷାରେ ଅନୁବାଦ :