ଅର୍ଥ : ଯାତ୍ରାସମୟରେ ଯେଉଁ ଖାଦ୍ୟପଦାର୍ଥକୁ ଆବଶ୍ୟକଥିବାରୁ ଯାତ୍ରୀ ନିଜ ପାଖରେ ରଖିଥାଏ
						 
						 
					
							ଉଦାହରଣ : 
							ବାଟଖାଦ୍ୟ ହାଲୁକା ଓ ସୁପାଚକ ହେବା ଦରକାର
							
					
							ସମକକ୍ଷ : 
							ପଥଖାଦ୍ୟ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												वह खाद्यपदार्थ जो यात्री मार्ग के लिए अपने साथ रखता है।
												पाथेय हल्का और सुपाच्य होना चाहिए।
														
													तोशा, 
पाथेय