ଅର୍ଥ : ବଂଧ୍ୟା ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ବଂଧ୍ୟାତ୍ୱ କାରଣରୁ ଏହି ଜମିରେ ଫସଲ ହେଉନାହିଁ
							
ସମକକ୍ଷ : ଅନୁର୍ବରତା, ବନ୍ଧ୍ୟାତ୍ୱ
ଅନ୍ୟ ଭାଷାରେ ଅନୁବାଦ :
The quality of lacking the power to produce.
unproductivenessଅର୍ଥ : ବାଞ୍ଝ ହେବାର ଅବସ୍ଥା
							ଉଦାହରଣ : 
							ବାଞ୍ଝତ୍ୱ କାରଣରୁ ଶିଲା ମା ହୋଇ ପାରିଲା ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
The state (usually of a woman) of having no children or being unable to have children.
barrenness