ଅର୍ଥ : ମାଈ ମଇଁଷିର ଅଣ୍ଡିରା ମଇଁଷି ସହ ସଂଯୋଗହେବା
							ଉଦାହରଣ : 
							ମାଈ ମଇଁଷିଟି ଫଳଯାଉଛି
							
ସମକକ୍ଷ : ଗର୍ଭବତୀହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଣ୍ଡିରା ମଇଁଷି ସହ ସଂଯୋଗଦ୍ୱାରା ମାଈ ମଇଁଷିର ଗର୍ଭହେବା
							ଉଦାହରଣ : 
							ଏହି ମଇଁଷି ଗର୍ଭବତୀ ହୋଇଛି
							
ସମକକ୍ଷ : ଗର୍ଭବତୀହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗର୍ଭ ଧାରଣ କରିବା
							ଉଦାହରଣ : 
							ଏହି ଗାଈ ପ୍ରତିବର୍ଷ ଗାଭିଲୀ ହୁଏ
							
ସମକକ୍ଷ : ଗର୍ଭ ଧାରଣ କରିବା, ଗାଭିଲୀ ହେବା
ଅନ୍ୟ ଭାଷାରେ ଅନୁବାଦ :