ଅର୍ଥ : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
							ଉଦାହରଣ : 
							ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି
							
ସମକକ୍ଷ : ପ୍ରାର୍ଥୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଆଶା କରନ୍ତି
							ଉଦାହରଣ : 
							ପ୍ରତ୍ୟାଶୀ ବ୍ୟକ୍ତି କେବେବି ନିରାଶ ହୁଅନ୍ତି ନାହିଁ
							
ସମକକ୍ଷ : ଆଶାବାଦୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାକୁ ଅପେକ୍ଷା ହୋଇଛି
							ଉଦାହରଣ : 
							ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି
							
ସମକକ୍ଷ : ପ୍ରତୀକ୍ଷିତ, ପ୍ରତ୍ୟାଶିତ
ଅନ୍ୟ ଭାଷାରେ ଅନୁବାଦ :