ଅର୍ଥ : ଯେଉଁ ଜନ୍ତୁ ଜଳରେ ମିଳେ ବା ଜଳରେ ରହେ
							ଉଦାହରଣ : 
							ମାଛ ଏକ ଜଳୀୟ ଜନ୍ତୁ
							
ସମକକ୍ଷ : ଜଳ ଜନ୍ତୁ, ଜଳଚର, ଜଳୀୟ ଜନ୍ତୁ, ଜଳୀୟ ପ୍ରାଣୀ
ଅନ୍ୟ ଭାଷାରେ ଅନୁବାଦ :
वे जन्तु जो जल में पाये जाते हैं या जल में रहते हैं।
मछली एक जलीय जन्तु है।Animal living wholly or chiefly in or on water.
aquatic vertebrate