ଅର୍ଥ : ବାହାରକୁ ବାହାରିଥିବା
							ଉଦାହରଣ : 
							ସୋହନ ଗର୍ତ୍ତରୁ ନିର୍ଗତ ସାପକୁ ମାରିଦେଲା
							
ସମକକ୍ଷ : ବାହାରିଥିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବାହାରିଥିବା ବା ଫିଙ୍ଗା ଯାଇଥିବା
							ଉଦାହରଣ : 
							ଧନୁରୁ ନିର୍ଗତ ବାଣ ସିଧା ଯାଇ ଲକ୍ଷ୍ୟସ୍ଥଳରେ ବାଜିଲା
							
ଅନ୍ୟ ଭାଷାରେ ଅନୁବାଦ :