ଅର୍ଥ : ମଣିଷ ଭିତରେ ମିଳୁଥିବା ଜନନ କୋଷିକା
							ଉଦାହରଣ : 
							ପୁଂ ଜନନ କୋଷିକା ଓ ସ୍ତ୍ରୀ ଜନନ କୋଷିକାର ସଂସର୍ଗରେ ନୂତନ ଜୀବର ଉତ୍ପତ୍ତି ହୋଇଥାଏ
							
ସମକକ୍ଷ : ନର ଜନନିକା, ପୁଂ ଜନନ କୋଷିକା, ପୁଂଜନନିକା
ଅନ୍ୟ ଭାଷାରେ ଅନୁବାଦ :
नर में पायी जाने वाली जनन कोशिका।
नर जनन कोशिका और मादा जनन कोशिका के संसर्ग से नए जीव की उत्पत्ति होती है।