ଅର୍ଥ : ଏଭଳି ଅନୁରୋଧ ବା ଆଦେଶ ଯାହାର ପାଳନ ପାଇଁ ବାରମ୍ବାର କୁହାଯାଇଛି
							ଉଦାହରଣ : 
							ମାଲିକ ଚାକରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ବଳଦମାନଙ୍କୁ ଖାଲି କୁଟାନଡ଼ା ଖୁଆଯାଉ
							
ସମକକ୍ଷ : ନିର୍ଦ୍ଦେଶ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାଠାରୁ ନିଜର ପ୍ରାପ୍ୟଧନ ପାଇବା ବା ଆବଶ୍ୟକ କାର୍ଯ୍ୟ କରିବାପାଇଁ ପୁଣିଥରେ କହିବା ବା ମନେପକାଇଦେବା କ୍ରିୟା
							ଉଦାହରଣ : 
							କେତେଥର ତାଗିଦା କରିବା ସତ୍ତ୍ୱେ ବି ସେ ମୋ ପଇସା ଦେଇନାହିଁ
							
ଅନ୍ୟ ଭାଷାରେ ଅନୁବାଦ :