ଅର୍ଥ : ଜାହାଜର କର୍ମଚାରୀ
							ଉଦାହରଣ : 
							ଜାହାଜୀମାନେ ଯାତ୍ରୀଙ୍କୁ ସାହାଯ୍ୟ କଲେ
							
ସମକକ୍ଷ : ଜାହାଜ-କର୍ମଚାରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାହାଜରେ ଯାତ୍ରା କରୁଥିବା ବ୍ୟକ୍ତି
							ଉଦାହରଣ : 
							ଜାହାଜୀ ଜାହାଜ ଉପରେ ଛିଡା ହୋଇ ଅଥଳ ସମୁଦ୍ରକୁ ଅନେଇ ଥିଲେ
							
ସମକକ୍ଷ : ଜାହାଜ-ଯାତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାହାଜ ସମ୍ବନ୍ଧୀୟ ବା ଜାହାଜର
							ଉଦାହରଣ : 
							ଜାହାଜୀ କାଉ ବୁଲିବୁଲି ପୁଣି ଜାହାଜ ଉପରକୁ ଆସେ
							
ଅନ୍ୟ ଭାଷାରେ ଅନୁବାଦ :