ଅର୍ଥ : ରାଜା ଜନକଙ୍କର କନ୍ୟା ତଥା ରାମଙ୍କର ପତ୍ନୀ
							ଉଦାହରଣ : 
							ସୀତା ଜଣେ ଆଦର୍ଶ ପତ୍ନୀ ଥିଲେ  ସୀତାଙ୍କୁ ଜଗତଜନନୀ ଜଗଦମ୍ବାଙ୍କର ରୂପ ବୋଲି ବିଚାର କରାଯାଏ
							
ସମକକ୍ଷ : ଅବନୀସୁତା, ଜାନକୀ, ବୈଦେହୀ, ଭୂମିଜା, ଭୂମିପୁତ୍ରୀ, ମୈଥିଳୀ, ସୀତା
ଅନ୍ୟ ଭାଷାରେ ଅନୁବାଦ :
राजा जनक की पुत्री तथा राम की पत्नी।
सीता एक आदर्श पत्नी थीं।Wife of the Hindu god Rama. Regarded as an ideal of womanhood.
sita