ଅର୍ଥ : ବାସନ ହଲିବା କାରଣରୁ କୌଣସି ତରଳ ପଦାର୍ଥ ଉଛୁଳି ବାହାରି ପଡ଼ିବା
							ଉଦାହରଣ : 
							ରାଧାର ଗରାର ପାଣି ଚହଲୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୋଭରେ ପ୍ରବୃତ୍ତ ହେବା
							ଉଦାହରଣ : 
							ଜମିଦାରଙ୍କ ଧନସମ୍ପତ୍ତି ଦେଖି ତାର ମନ ଲୋଭେଇଲା
							
ସମକକ୍ଷ : ଲୋଭାନ୍ୱିତ ହେବା, ଲୋଭେଇବା
ଅନ୍ୟ ଭାଷାରେ ଅନୁବାଦ :