ଅର୍ଥ : ଯେଉଁ ଖବର ଶୁଭ ନୁହେଁ ବା ଖରାପ ହୋଇଥାଏ
							ଉଦାହରଣ : 
							ପୁଅ ମୃତ୍ୟୁର ଅଶୁଭ ସମାଚାର ଶୁଣି ସେ ଅଚେତ ହୋଇଗଲା
							
ସମକକ୍ଷ : ଅଶୁଭ ସମାଚାର, ଅଶୁଭ ସମ୍ବାଦ, ଖରାପ ଖବର
ଅନ୍ୟ ଭାଷାରେ ଅନୁବାଦ :
वह समाचार जो शुभ न हो या बुरा हो।
बेटे की मृत्यु का अशुभ समाचार सुनते ही वह अचेत हो गया।