ଅର୍ଥ : କଟା ହୋଇଥିବା
							ଉଦାହରଣ : 
							ରୀମାର କଟା ହାତ ଦେଖି ସେ ଡରିଗଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
							ଉଦାହରଣ : 
							ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ  ଭଗ୍ନ ଘରକୁ ମରାମତି କରିବା ଦରକାର
							
ସମକକ୍ଷ : ବିଖଣ୍ଡିତ, ଭଗ୍ନ, ଭଙ୍ଗା
ଅନ୍ୟ ଭାଷାରେ ଅନୁବାଦ :
Physically and forcibly separated into pieces or cracked or split.
A broken mirror.