ଅର୍ଥ : ଭାରତର ହିମାଚଳ ପ୍ରଦେଶର ଏକ ସହର
							ଉଦାହରଣ : 
							ଲାହୌଲ ଓ ସ୍ପୀତୀ ଜିଲ୍ଲାର ମୁଖ୍ୟ କାର୍ଯ୍ୟାଳୟ କେଲାଙ୍ଗ ସହରରେ ଅବସ୍ଥିତ
							
ସମକକ୍ଷ : କେଲାଂଗ ସହର, କେଲାଙ୍ଗ, କେଲାଙ୍ଗ ସହର
ଅନ୍ୟ ଭାଷାରେ ଅନୁବାଦ :
भारत के हिमाचल प्रदेश प्रांत का एक शहर।
लाहौल और स्पीती जिले का मुख्यालय केलाँग में है।