ଅର୍ଥ : ଯାହାର ମୁହଁରୁ ବାହାରିଥିବା ଅଶୁଭ କଥା ପ୍ରାୟ ସତ ଘଟେ
							ଉଦାହରଣ : 
							ଲୋକେ କହନ୍ତି ଯେ କୈଳାସ କାଳତୁଣ୍ଡୀ ବ୍ୟକ୍ତି,କାରଣ ସେ ଯାହା କିଛି ବି ଅଶୁଭ କଥା କହେ ତାହା ଘଟିଥାଏ
							
ଅନ୍ୟ ଭାଷାରେ ଅନୁବାଦ :
जिसके मुँह से निकली हुई अशुभ बातें प्रायः होकर रहें।
लोग कहते हैं कि रोहण कलजिब्भा व्यक्ति है क्योंकि वह जो कुछ भी अशुभ कहता है, वह घटित हो जाता है।