ଅର୍ଥ : ଯାହାର କିଛି ଧନ ବା ପାଉଣା କାହାର ଜିମାରେ ରହିଛି
							ଉଦାହରଣ : 
							ମୋତେ ମହାଜନର କରଜ ପରିଶୋଧ କରିବାକୁ ହେବ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଋଣ ପ୍ରଦାନ କରେ
							ଉଦାହରଣ : 
							ଏହି ଗାଁର ଲୋକେ ମୋହନ ଠାରୁ କରଜ ନିଅନ୍ତି,କାରଣ ସେ ଜଣେ କରଜଦାତା
							
ଅନ୍ୟ ଭାଷାରେ ଅନୁବାଦ :