ଅର୍ଥ : ନାଲି ପଡ଼ିଯାଇଥିବା
							ଉଦାହରଣ : 
							ତାଙ୍କର ଅରୁଣିମ ମୁଖର ଶୋଭା ଅଲଗା ଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲାଲ କରାଯାଇଥିବା
							ଉଦାହରଣ : 
							ରକ୍ତିମ ପୃଷ୍ଠଭୂମିରେ ଚିତ୍ର କରାଯାଇଛି
							
ସମକକ୍ଷ : ରକ୍ତାଭ, ରକ୍ତିମ, ଲାଲବର୍ଣ୍ଣଯୁକ୍ତ, ଲୋହିତ
ଅନ୍ୟ ଭାଷାରେ ଅନୁବାଦ :