ଅର୍ଥ : ଜ୍ୟେଷ୍ଠମାସ ଶୁକ୍ଳପକ୍ଷର ଷଷ୍ଠୀ
							ଉଦାହରଣ : 
							ଅରଣ୍ୟଷଷ୍ଠୀରେ ସ୍ତ୍ରୀମାନେ ସନ୍ତାନବର୍ଦ୍ଧନ କାମନା କରି ଉପବାସ କରନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ज्येष्ठमास के शुक्लपक्ष की षष्ठी।
अरण्य षष्ठी को स्त्रियाँ संतान-वर्द्धन की कामना से उपवास करती हैं।