ଅର୍ଥ : ଶାନ୍ତି ବା ମଙ୍ଗଳପାଇଁ ମନ୍ତ୍ରପଢ଼ି କୁଶ ତଥା ଦୂବରେ ଜଳ ଛିଞ୍ଚିବାର ପ୍ରକ୍ରିୟା
							ଉଦାହରଣ : 
							ପୂଜାରୀ ଶିବଲିଙ୍ଗକୁ ଅଭିଷେକ କରୁଛନ୍ତି
							
ସମକକ୍ଷ : ଅଭିସେଚନ
ଅନ୍ୟ ଭାଷାରେ ଅନୁବାଦ :
शांति या मंगल के निमित्त मंत्र पढ़कर कुश तथा दूब से जल छिड़कने की क्रिया।
पुजारी शिवलिंग का अभिषेक कर रहे हैं।The ritual washing of a priest's hands or of sacred vessels.
ablutionଅର୍ଥ : ରାଜସିଂହାସନ କିମ୍ବା ଗାଦିରେ ଆସୀନ ହେବା ସମୟରେ କରାଯାଉଥିବା କୃତ୍ୟ
							ଉଦାହରଣ : 
							ରାଜାଭିଷେକ ପୂର୍ବରୁ ରାମଙ୍କୁ ବନବାସ ଯିବାକୁ ପଡ଼ିଲା
							
ସମକକ୍ଷ : ରାଜାଭିଷେକ, ରାଜ୍ୟାଭିଷେକ
ଅନ୍ୟ ଭାଷାରେ ଅନୁବାଦ :
The ceremony of installing a new monarch.
coronation, enthronement, enthronisation, enthronization, investiture