ଅର୍ଥ : ଯେ କୌଣସି ବ୍ରତ ବା ସଂକଳ୍ପ ନେଇ ନାହିଁ ବା କୌଣସି ବ୍ରତ ପାଳନ କରୁନାହିଁ
						 
						 
					
							ଉଦାହରଣ : 
							ଯାତ୍ରା ବେଳେ ମୋର ଜଣେ ଅବ୍ରତଚାରୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ହେଲା
							
					
							ସମକକ୍ଷ : 
							ଅବ୍ରତଚାରୀ, ଅବ୍ରତଧାରୀ, ବ୍ରତହୀନ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												जिसने कोई व्रत या संकल्प न लिया हो या किसी व्रत का पालन न करता हो।
												सफर में मेरा एक अव्रती व्यक्ति से संपर्क हुआ।
														
													अव्रत, 
अव्रती, 
व्रतहीन