ଅର୍ଥ : ଆବୃତ୍ତ ଅଥବା ପରିଧିର ଭିତର ସ୍ଥାନ
							ଉଦାହରଣ : 
							ପଣ୍ଡିତେ ଗୌରୀ ଗଣେଶଙ୍କ ମୂର୍ତ୍ତିକୁ ଅନ୍ତଃପରିଧିରେ ରଖିଲେ
							
ଅନ୍ୟ ଭାଷାରେ ଅନୁବାଦ :
घेरे अथवा परिधि का भीतरी स्थान।
पंडित जी ने गौरी गणेष की मूर्ति को अंतःपरिधि में रखा।ଅର୍ଥ : ଯଜ୍ଞପାଇଁ ତିନୋଟି କଞ୍ଚା କାଠଦ୍ବାରା ଘେରା ଯାଇଥିବା ସ୍ଥାନ
							ଉଦାହରଣ : 
							ଆହୁତିକୁ ଅନ୍ତଃପରିଧି ବାହାରକୁ ଫୋପାଡିବେନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
यज्ञ के लिए तीन हरी लकड़ियों द्वारा घेरा हुआ स्थान।
आहुति को अंतःपरिधि के बाहर मत फेकिएगा।