ଅର୍ଥ : ଯାହା ବଣ୍ଟା ହୋଇ ନାହିଁ ବା ଆବଣ୍ଟନ କରାଯାଇ ନାହିଁ
							ଉଦାହରଣ : 
							ଜିଲ୍ଲାଅଧିକାରୀ ଅନାବଣ୍ଟିତ ଭୂମିର ଆବଣ୍ଟନର ଆଦେଶ ଦେଇଛନ୍ତି
							
ସମକକ୍ଷ : ଅଜୋତ ବିଖଣ୍ଡନ
ଅନ୍ୟ ଭାଷାରେ ଅନୁବାଦ :
न बाँटा हुआ या जिसका आबंटन न किया गया हो।
जिलाधिकारी ने अनाबंटित भूमि के आबंटन का आदेश दिया है।