ଅର୍ଥ : ଆବଶ୍ୟକତାଠାରୁ ଅଧିକ ପରିମାଣ
							ଉଦାହରଣ : 
							ଶସ୍ୟର ଆଧିକ୍ୟ ହେଲେ ଏହାର ରପ୍ତାନୀ କରାଯାଏ
							
ସମକକ୍ଷ : ଅତିରେକ, ଅପର୍ଯ୍ୟାପ୍ତ, ଆତିଶଯ୍ୟ, ଆଧିକ୍ୟ, ପ୍ରାଚୁର୍ଯ୍ୟ, ପ୍ରାବଲ୍ୟ
ଅନ୍ୟ ଭାଷାରେ ଅନୁବାଦ :
जितना होना चाहिए उससे अधिक मात्रा।
अनाज के अतिरिक्त भाग को निर्यात किया जाता है।ଅର୍ଥ : ଅଧିକ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ଧନର ଆଧିକ୍ୟରୁ ସେ ଗର୍ବୀ ହୋଇଗଲା
							
ସମକକ୍ଷ : ଅମିତତା, ଅସୀମତା ଅନନ୍ତତା, ଆଧିକ୍ୟ, ବହୁଳତା
ଅନ୍ୟ ଭାଷାରେ ଅନୁବାଦ :
मान, मात्रा आदि में अधिक होने की अवस्था या भाव।
धन की अधिकता से वह घमण्डी हो गया है।