ଅର୍ଥ : ରୂପ, ପ୍ରକାର, ଗୁଣ ଆଦିରେ ସମାନ ହୋଇଥିବା ଅବସ୍ଥା
							ଉଦାହରଣ : 
							ଏହି ଦୁଇ ବସ୍ତୁ ମଧ୍ୟରେ ସାଦୃଶ୍ୟ ରହିଛି
							
ସମକକ୍ଷ : ଅନୁରୂପତା, ସମତା, ସମରୂପତା, ସମାନତା, ସାଦୃଶ୍ୟ, ସାଦୃଶ୍ୟତା
ଅନ୍ୟ ଭାଷାରେ ଅନୁବାଦ :
The quality of being similar or comparable in kind or nature.
There is a remarkable homogeneity between the two companies.