ଅର୍ଥ : ମଇଦାକୁ ନବେଲି ହାତରେ ମେଲାଇ ତିଆରି କରାଯାଇଥିବା ବହୁତ ପତଳା ରୁଟି
							ଉଦାହରଣ : 
							ରୋଷେଇଆ ରୁମାଲୀ ରୁଟି ଉପରକୁ ଫୋପାଡିଲା
							
ସମକକ୍ଷ : ରୁମାଲ ରୁଟି
ଅନ୍ୟ ଭାଷାରେ ଅନୁବାଦ :
मैदे की बिना बेले हाथ से फैलाकर बनाई हुई बहुत पतली रोटी।
रसोइए ने रुमाली रोटी को हवा में उछाला।