ଅର୍ଥ : ଯୁଦ୍ଧ ଇଚ୍ଛା କରୁଥିବା ବ୍ୟକ୍ତି
							ଉଦାହରଣ : 
							ଯୁଦ୍ଧେଚ୍ଛୁ ରାଜା ବିନା ବିଚାରରେ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିଦେଲେ
							
ସମକକ୍ଷ : ଯୁଦ୍ଧକାମୀ, ଯୁଦ୍ଧେଚ୍ଛୁ, ଯୁଯୁତ୍ସୁ, ରଣକାମୀ, ରଣେଚ୍ଛୁ
ଅନ୍ୟ ଭାଷାରେ ଅନୁବାଦ :
युद्ध की इच्छा करनेवाला।
युद्धेच्छुक राजा ने बिना सोचे-समझे पड़ोसी देश पर आक्रमण कर दिया।