ଅର୍ଥ : ବୋଝ ଲଦିକରି ନେବା
							ଉଦାହରଣ : 
							ଷ୍ଟେସନରେ କୁଲିଟି ଆମ ଜିନିଷ ପତ୍ର ବୋହିନେଲା
							
ସମକକ୍ଷ : ବୋହିନେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
							ଉଦାହରଣ : 
							ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
Bear or be able to bear the weight, pressure,or responsibility of.
His efforts carried the entire project.ଅର୍ଥ : ଅନବରତ ରସ ସ୍ୱରୂପ ବାହାରିବା
							ଉଦାହରଣ : 
							ତାଙ୍କର ବଥରୁ ପୂଜ ବୋହୁଛି
							
ସମକକ୍ଷ : ବାହାରିବା
ଅନ୍ୟ ଭାଷାରେ ଅନୁବାଦ :