ଅର୍ଥ : ସାଧାରଣ କଥା କହିବାପାଇଁ ବଡ଼ବଡ଼ ଶବ୍ଦ ବା ଜଟିଳ ବାକ୍ୟର ପ୍ରୟୋଗ
							ଉଦାହରଣ : 
							ନେତାଙ୍କ ବାକ୍ୟଜାଲରେ ସରଳ ଜନତା ପଡ଼ିଯାନ୍ତି
							
ସମକକ୍ଷ : ଶବ୍ଦଜାଲ, ଶବ୍ଦାଡ଼ମ୍ବର
ଅନ୍ୟ ଭାଷାରେ ଅନୁବାଦ :
साधारण सी बात कहने के लिए बड़े-बड़े शब्दों और जटिल वाक्यों का प्रयोग।
नेताओं के वाक्जाल में भोली-भाली जनता फँस जाती है।