ଅର୍ଥ : ପଶୁ, ପକ୍ଷୀଆଦିଙ୍କୁ ନିଜ ପାଖରେ ରଖି ଖାଇବା ପିଇବାକୁ ଦେବା
							ଉଦାହରଣ : 
							କିଛି ଲୋକ ସଉକରେ କୁକୁର, ବିଲେଇ, ଶୁଆଆଦି ପୋଷନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା
							ଉଦାହରଣ : 
							ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି
							
ସମକକ୍ଷ : ପାଳନ କରିବା, ପାଳନପୋଷଣ କରିବା, ପାଳିବା
ଅନ୍ୟ ଭାଷାରେ ଅନୁବାଦ :
भोजन, वस्त्र आदि देकर जीवन रक्षा करना।
हर माँ-बाप अपनी हैसियत के अनुसार,अपने बच्चों को पालते हैं।