ଅର୍ଥ : କାହାରି ପ୍ରତିପାଳନ କରିବାପାଇଁ ସାଧନର ବ୍ୟବସ୍ଥା କରିବା
							ଉଦାହରଣ : 
							ଶ୍ୟାମ ଗୋଟିଏ ବଡ଼ ପରିବାରର ଭରଣପୋଷଣ କରୁଛି
							
ସମକକ୍ଷ : ପରିବାର ଚଳାଇବା, ପୋଷଣ କରିବା, ପ୍ରତିପାଳନ କରିବା, ଭରଣପୋଷଣ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଭୋଜନ ଓ ବସ୍ତ୍ର ଦେଇ ଜୀବନ ରକ୍ଷା କରିବା
							ଉଦାହରଣ : 
							ପ୍ରତ୍ୟେକ ମାଁ ବାପା ନିଜନିଜର କ୍ଷମତା ଅନୁସାରେ ନିଜ ପିଲାମାନଙ୍କୁ ପାଳନ କରନ୍ତି
							
ସମକକ୍ଷ : ପାଳନପୋଷଣ କରିବା, ପାଳିବା, ପୋଷିବା
ଅନ୍ୟ ଭାଷାରେ ଅନୁବାଦ :
भोजन, वस्त्र आदि देकर जीवन रक्षा करना।
हर माँ-बाप अपनी हैसियत के अनुसार,अपने बच्चों को पालते हैं।