ଅର୍ଥ : ଡାକ ବିଭାଗର ଏହି କର୍ମଚାରୀ ଯିଏ ଚିଠି,ମନିଅର୍ଡ଼ର ଆଦି ଘରଘର ବୁଲି ବାଣ୍ଟେ
							ଉଦାହରଣ : 
							ଚିଠିବାଲା ଏଠାକୁ ଚାରିଟା ବେଳେ ଆସେଡାକବାଲା ଘରଘର ବୁଲି ଚିଠି ଆଦି ପହଞ୍ଚାଏ
							
ସମକକ୍ଷ : ଡାକବାଲା, ପୋଷ୍ଟମ୍ୟାନ୍
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚିଠି ଇତ୍ୟାଦି ପହଁଚାଇବା ବ୍ୟକ୍ତି
							ଉଦାହରଣ : 
							ଆଜି ସକାଳେ ଡାକବାଲା ଏହି ଚିଠି ଦେଇ ଗଲା
							
ଅନ୍ୟ ଭାଷାରେ ଅନୁବାଦ :