ଅର୍ଥ : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା
							ଉଦାହରଣ : 
							କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା
							
ସମକକ୍ଷ : ଗର୍ଜନ କରିବା, ହେଣ୍ଟାଳିବା
ଅନ୍ୟ ଭାଷାରେ ଅନୁବାଦ :
सिंह, बाघ आदि जंतुओं का घोर शब्द करना।
कुछ देर पहले यहाँ सिंह गरज रहा था।ଅର୍ଥ : ବହୁତ ଶବ୍ଦ କରିବା
							ଉଦାହରଣ : 
							ମେଘ ଗରଜୁଛି
							
ସମକକ୍ଷ : ଗର୍ଜନ କରିବା
ଅନ୍ୟ ଭାଷାରେ ଅନୁବାଦ :
To make or produce a loud noise.
The river thundered below.