ଅର୍ଥ : ହାତୀର ବେକରେ ଝୁଲୁଥିବା ଡୋର ଯେଉଁଥିରେ ମାହୁନ୍ତ ଗୋଡ଼ ରଖେ
						 
						 
					
							ଉଦାହରଣ : 
							ମାହୁନ୍ତ ହାତୀ ଉପରେ ବସିବା କ୍ଷଣି କଲାବାରେ ତା ଗୋଡ଼ ଛନ୍ଦିଦେଲା
							
					
							ସମକକ୍ଷ : 
							କାଲାବା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												हाथी की गरदन की डोरी जिसमें महावत अपना पैर रखता है।
												महावत हाथी पर बैठते ही कलावे में अपना पैर फँसा लिया।
														
													कलावा, 
कालावा