ଅର୍ଥ : ଅଭ୍ୟାସରେ ପକାଇବା
							ଉଦାହରଣ : 
							ବସି ଖାଇଲେ ଚଳିବନାହିଁ, କାମ କରିବାର ଅଭ୍ୟାସ କର
							
ସମକକ୍ଷ : ଅଭ୍ୟାସ କରିବା, ଅଭ୍ୟାସରେ ପକାଇବା
ଅନ୍ୟ ଭାଷାରେ ଅନୁବାଦ :
* आदत डालना।
बैठकर खाने से काम नहीं चलेगा, काम करने की आदत डालो।ଅର୍ଥ : କୌଣସି କାମ କରିବା ଅଭ୍ୟାସ
							ଉଦାହରଣ : 
							ଏହି କାମରେ ମୁଁ ଅଭ୍ୟସ୍ତ
							
ଅନ୍ୟ ଭାଷାରେ ଅନୁବାଦ :