ଅର୍ଥ : ବସ୍ତୁଆଦିର ଦେବା ନେବାର ପ୍ରକ୍ରିୟା
							ଉଦାହରଣ : 
							ପାରସ୍ପରିକ ବିନିମୟରେ ଜୀବନ ନିର୍ବାହକରିବା ପ୍ରଣାଳୀ ପ୍ରାଚୀନକାଳରୁ ରହିଛି  ବସ୍ତୁ ବିକ୍ରି କରିଥିବା ସମୟରେ ସେ ଠକିଦେଲା
							
ସମକକ୍ଷ : ଆଦାନ-ପ୍ରଦାନ, ବିକ୍ରି, ବିନିମୟ
ଅନ୍ୟ ଭାଷାରେ ଅନୁବାଦ :
The act of giving something in return for something received.
Deductible losses on sales or exchanges of property are allowable.