অর্থ : ଅନ୍ନପ୍ରାଚୁର୍ଯ୍ୟ
							উদাহরণ : 
							ସୁଭିକ୍ଷରେ ମଧ୍ୟ ଅନ୍ନ ନଷ୍ଟ କରିବା ଠିକ ନୁହେଁ
							
সমার্থক : ଅନ୍ନପ୍ରାଚୁର୍ଯ୍ୟ
অন্যান্য ভাষায় অনুবাদ :
অর্থ : ଏପରି ଏକ ସମୟ ଯେତେବେଳେ ଦେଶରେ ଜନତାଙ୍କୁ ସହଜରେ ଯଥେଷ୍ଟ ପରିମାଣରେ ଅନ୍ନ ପର୍ଯ୍ୟାପ୍ତ ପରିମାଣରେ ମିଳିବ
							উদাহরণ : 
							ଏହି ବର୍ଷ ଭଲ ବର୍ଷା କାରଣରୁ ପ୍ରଚୁର ଖାଦ୍ୟଶସ୍ୟ ମିଳିବ
							
সমার্থক : ପ୍ରଚୁର ଖାଦ୍ୟଶସ୍ୟ
অন্যান্য ভাষায় অনুবাদ :
অর্থ : ମୂଳତଃ ଏପରି ଏକ ସମୟ ଥିଲାଯେତେବେଳେ ଭିକ୍ଷୁକଙ୍କୁ ସହଜରେ ଭିକ୍ଷା ମିଳୁଥିଲା
							উদাহরণ : 
							ସୁଭିକ୍ଷ ଯୋଗୁଁ ଭିକ୍ଷୁକଙ୍କୁ ଭିକ୍ଷା ମାଗିବା ପାଇଁ ଅଧିକ ସମୟ ଦେବାକୁ ପଡେ ନାହିଁ
							
সমার্থক : ଅନ୍ନପ୍ରାଚୁର୍ଯ୍ୟ, ଶସ୍ୟଶ୍ୟାମଳା
অন্যান্য ভাষায় অনুবাদ :
मूलतः ऐसा समय जब भिक्षुकों को सहज में यथेष्ट भिक्षा मिलती हो।
सुभिक्ष के कारण भिक्षुओं को भिक्षा माँगने में अधिक समय नहीं गँवाना पड़ता है।