অর্থ : କୌଣସି ବିଶେଷ ଉଦ୍ଦେଶ୍ୟରେ ସାକ୍ଷାତ କରିବାର କ୍ରିୟା
							উদাহরণ : 
							ଚିକିତ୍ସକଙ୍କୁ ସାକ୍ଷାତ କରିବାପରେ ହିଁ ରୋଗ ବିଷୟରେ ଜଣା ପଡ଼ିବ
							
অন্যান্য ভাষায় অনুবাদ :
A meeting arranged by the visitor to see someone (such as a doctor or lawyer) for treatment or advice.
He scheduled a visit to the dentist.অর্থ : ସମ୍ମୁଖରେ ବା ସାକ୍ଷାତରେ କୁହାଯାଇଥିବା
							উদাহরণ : 
							ଲୋକେ ମୁଂହାମୁହିଁ କଥାକୁ ମଧ୍ୟ ଅସତ୍ୟ ବୋଲି ସ୍ୱୀକାର କରୁଛନ୍ତି
							
সমার্থক : ମୁଂହାମୁହିଁ, ସମ୍ମୁଖ
অন্যান্য ভাষায় অনুবাদ :
অর্থ : ଆଖିରେ ଦେଖିବା ବାଲା
							উদাহরণ : 
							ଶିକ୍ଷକ ଛାତ୍ରକୁ ପ୍ରତ୍ୟକ୍ଷ ଘଟଣା ଉପରେ ଆଧାରିତ ଏକ ନିବନ୍ଧ ଲେଖିବା ପାଇଁ କହିଲେନୀରଜଙ୍କ ସହିତ ସାକ୍ଷାତ ସୁମନର ଅଲଗା ଆନନ୍ଦ
							
সমার্থক : ଅପରୋକ୍ଷ, ନୟନ ଗୋଚର, ପ୍ରତ୍ୟକ୍ଷ, ସମକ୍ଷ
অন্যান্য ভাষায় অনুবাদ :
Clearly revealed to the mind or the senses or judgment.
The effects of the drought are apparent to anyone who sees the parched fields.অর্থ : ଯାହାର ଆକାର ଅଛି
							উদাহরণ : 
							ଗୋସ୍ୱାମୀ ତୁଳସୀଦାସଙ୍କର ସାକାର ଈଶ୍ୱର ପ୍ରଭୁ ଶ୍ରୀରାମଚନ୍ଦ୍ର  ଥିଲେ
							
সমার্থক : ଆକାରବାନ୍, ଆକାରଯୁକ୍ତ, ମୂର୍ତ୍ତିମାନ, ସାକାର
অন্যান্য ভাষায় অনুবাদ :
Having or given a form or shape.
formed