অর্থ : ପାଇବାର ଇଚ୍ଛା
							উদাহরণ : 
							କାମ ଲିପ୍ସା ତାଙ୍କୁ ଖାଲରେ ପକେଇଦେଲା
							
অর্থ : ପ୍ରବଳ ଅଭିଳାଷ ବା ଗଭୀର ଇଛା
							উদাহরণ : 
							ଉଡ଼ିବାର ପ୍ରବଳ ଇଛା ହିଁ ଉଡ଼ାଜାହାଜ ଆବିଷ୍କାର ପାଇଁ ମନୁଷ୍ୟକୁ ପ୍ରେରିତ କଲା
							
অন্যান্য ভাষায় অনুবাদ :
অর্থ : କିଛି ପାଇବା ନିମନ୍ତେ ବହୁତ ଅଧିକ ଇଚ୍ଛା ବା ଆଶା ଯାହା ପ୍ରାୟ ଅନୁଚିତ ବିଚାର କରାଯାଏ
							উদাহরণ : 
							କୌଣସି ଜିନିଷ ପ୍ରତି ଅଧିକ ଲୋଭ ଠିକ୍ ନୁହେଁ  ଲୋଭ ଖରାପ ବିଷୟ
							
সমার্থক : ପ୍ରଲୋଭନ, ଲୋଭ, ଲୋଲୁପତା, ଳାଳସା
অন্যান্য ভাষায় অনুবাদ :
Excessive desire to acquire or possess more (especially more material wealth) than one needs or deserves.
greed