অর্থ : କୌଣସି ଜାଗାରେ ରହୁଥିବା ବା ବାସ କରୁଥିବା ବ୍ୟକ୍ତି
							উদাহরণ : 
							ଏଠାକାର ସମସ୍ତ ବାସିନ୍ଦାଙ୍କୁ ଜଣାଇ ଦିଆଯାଉଛି କି ସେମାନେ କୌଣସି ଅପରିଚିତ ବ୍ୟକ୍ତିଙ୍କୁ ନିଜ ଘରେ ଶରଣ ଦିଅନ୍ତୁନାହିଁ
							
অন্যান্য ভাষায় অনুবাদ :
অর্থ : କୌଣସି ସ୍ଥାନରେ ରହୁଥିବା ବା ବସବାସ କରୁଥିବା ଜୀବ
							উদাহরণ : 
							ଜଙ୍ଗଲ କାଟିବାରୁ ଜଙ୍ଗଲର ଅଧିବାସୀମାନଙ୍କ ସଂଖ୍ୟା କମିବାରେ ଲାଗିଛି
							
অন্যান্য ভাষায় অনুবাদ :
A plant or animal naturalized in a region.
Denizens of field and forest.