অর্থ : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
							উদাহরণ : 
							ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
							
সমার্থক : ପୁରୁଣା, ପୂର୍ବକାଳର, ପୂର୍ବକାଳୀନ, ପୂର୍ବଦିନର
অন্যান্য ভাষায় অনুবাদ :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।অর্থ : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
							উদাহরণ : 
							ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି  ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା
							
সমার্থক : ପୁରାତନ, ପୁରୁଣା, ପୂର୍ବକାଳର, ପୂର୍ବକାଳୀନ
অন্যান্য ভাষায় অনুবাদ :