অর্থ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
							উদাহরণ : 
							ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
							
অন্যান্য ভাষায় অনুবাদ :
অর্থ : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
							উদাহরণ : 
							ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
							
অন্যান্য ভাষায় অনুবাদ :
অর্থ : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
							উদাহরণ : 
							ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
							
অন্যান্য ভাষায় অনুবাদ :
অর্থ : ଜାହାଜ ବା ନାଆର ଢାଞ୍ଚା
							উদাহরণ : 
							ଜାହାଜର ପେଟର ଅଧିକାଂଶ ପାଣିରେ ରହେ
							
অন্যান্য ভাষায় অনুবাদ :