অর্থ : ବାଲିରେ ଘଷି କାଟିବା ବା ଉପର ଅଂଶ କମ୍ କରିବା
							উদাহরণ : 
							ସେ ଚାରା କାଟିବା ପାଇଁ ଛୁରୀରେ ଶାଣ ଦେଉଛି
							
সমার্থক : ଦାଢ଼ କରିବା, ଶାଣକରିବା, ଶାଣଦେବା, ଶାଣିତ କରିବା
অন্যান্য ভাষায় অনুবাদ :
অর্থ : କୌଣସି ହତିଆର ଆଦିର ପ୍ରାନ୍ତକୁ ରଗଡ଼ିକରି ଧାର କରିବା
							উদাহরণ : 
							କୃଷକ କୋଦାଳର ଦାଢ଼କୁ ଧାର କରୁଛି
							
সমার্থক : ତୀକ୍ଷ୍ଣ କରିବା, ତେଜ କରିବା
অন্যান্য ভাষায় অনুবাদ :