অর্থ : ପିଲା ଜନ୍ମକଲାବେଳେ ସହାୟତା କରୁଥିବା ସ୍ତ୍ରୀ
							উদাহরণ : 
							ଆଜିକାଲି ଗାଁରେ ଧାଈମାନଙ୍କୁ ସରକାରୀ ପ୍ରଶିକ୍ଷଣ ଦିଆ ଯାଉଛି
							
সমার্থক : ସେବିକା
অন্যান্য ভাষায় অনুবাদ :
অর্থ : ଅନ୍ୟର ପିଲାକୁ ନିଜ କ୍ଷୀର ପିଆଇବା କିମ୍ବା ତାର ଦେଖାଶୁଣା କରୁଥିବା ସ୍ତ୍ରୀ
							উদাহরণ : 
							ମା’ଙ୍କର ମୃତ୍ୟୁପରେ ଶ୍ୟାମ ଜଣେ ଧାତ୍ରୀଙ୍କ କୋଳରେ ବଢ଼ିଲେ
							
সমার্থক : ଧାତ୍ରୀ
অন্যান্য ভাষায় অনুবাদ :